Bakya Saphala Helani | ବାକ୍ୟ ସଫଳ ହେଲାଣି | Odia Christian Full Song | Baliya Lima

1 Vues
Published
???? Bakya Saphala Helani | New Odia Christian Full Song 2026 ????
???? ବାକ୍ୟ ସଫଳ ହେଲାଣି– ଓଡ଼ିଆ ଖ୍ରୀଷ୍ଟିଆନ୍ ଗୀତ ???? ଏକ ଆତ୍ମାପୂର୍ଣ୍ଣ ସଙ୍ଗୀତ ଅଭିଜ୍ଞତା ପାଇଁ ପ୍ରସ୍ତୁତ ହୁଅନ୍ତୁ!

✨ପ୍ରଥମ ଥର ପାଇଁ, ପ୍ରସିଦ୍ଧ ଗାୟକା ବଳିଆ ଲିମା ଆମ ଚ୍ୟାନେଲରେ ତାଙ୍କର କଣ୍ଠସ୍ୱର ପ୍ରଦାନ କରିଛନ୍ତି, ଏକ ସତେଜ ଏବଂ ଅଭିଷେକିତ ଶବ୍ଦ ଆଣିଛନ୍ତି ଯାହା ହୃଦୟକୁ ଗଭୀର ଭାବରେ ସ୍ପନ୍ଦନ କରିବ।


???? Joshua Kara Ministries ଏକ ସମ୍ପୂର୍ଣ୍ଣ ନୂତନ ଓଡ଼ିଆ ଖ୍ରୀଷ୍ଟିଆନ୍ ଗୀତ ଉପସ୍ଥାପନ କରିବାକୁ ଉତ୍ସାହିତ ଯାହା ସୁନ୍ଦର ଭାବରେ ମହିମାମୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନକୁ ପ୍ରତିଫଳିତ କରେ।


???? ଯୀଶୁ ରାଜା ଆସୁଛନ୍ତି | ନୂତନ ଓଡ଼ିଆ ଖ୍ରୀଷ୍ଟିୟ ଗୀତ 2026 ????
ଆମର ସମସ୍ତ Subscriber ଓ Viewer ମାନଙ୍କୁ Joshua Kara Ministries Channel କୁ ସ୍ୱାଗତ।

ଏହି ଗୀତ ମାଧ୍ୟମରେ ଆମର ପ୍ରାର୍ଥନା ଯେ, ପ୍ରତ୍ୟେକ ଶ୍ରୋତାଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କ ସ୍ପର୍ଶ ହେଉ ଓ ସମସ୍ତେ ପ୍ରଭୁଙ୍କ ଆଗମନ ପାଇଁ ପ୍ରସ୍ତୁତ ହେଉନ୍ତୁ।

???? Joshua Kara Ministries Channel ରେ ଆଗାମୀ ଦିନରେ ଆହୁରି ଅନେକ ଆତ୍ମିକ ଉପାସନା ଗୀତ, Gospel Message, Revival Song ଓ Christian Devotional Video ଆସୁଛି।
ଦୟାକରି Like ???? Share ???? Comment ???? ଓ Subscribe

#BakyasaPhalaHelani
#joshuakaraministries
#OdiaChristianSong
#BaliaLima
#JoshuaKaraMinistries
#OdiaChristianSong
#newodiasong2026
#SecondComingOfJesus
#OdiaWorshipSong
#odiachristianmusic
#Trendingsinger
#ChristianMusic
#recentodiasong

Lyrics By Salem Lima & Joshua Kara

ଯୁଗଶେଷ ଦିନ ଦେଖ ଆସିଲାଣି(୨)
ପ୍ରଭୁଙ୍କର ବାକ୍ୟ ସଫଳ ହେଲାଣି(୨)
କେବେ ଫେରାଇବ ମନ ହେ ବନ୍ଧୁ
କେବେ ଛାଡିବ ପାପ କର୍ମ ସବୁ (୨)
ସମୟ ତ ସରି ସରି ଗଲାଣି

ଦେଶ ବିରୁଦ୍ଧରେ ଦେଶ ଯୁଦ୍ଧତ ହେଲାଣି
ଜାତି ବିପକ୍ଷରେ ଜାତି ଦେଖ ଉଠିଲେଣି
ସ୍ଥାନେ ସ୍ଥାନେ ଭୂମିକମ୍ପ ଦୁର୍ଭିକ୍ଷ ହେଲାଣି
ପ୍ରସବ ବେଦନା ବନ୍ଧୁ ଆରମ୍ଭ ହେଲାଣି
ଅଧର୍ମ ବଢ଼ି ଚାଲିଛି ହେ ବନ୍ଧୁ
ପ୍ରେମ ଶିଥିଳ ହେଉଛି ମୋ ବନ୍ଧୁ
ସମୟ ତ ସରି ସରି ଗଲାଣି

ହାୟ ଯେ କ୍ଳେଶ ର ପାତ୍ରି ଗର୍ଭବତୀ ସ୍ତନ୍ୟ ଦାତ୍ରୀ
କେତେ ଯେ କଷ୍ଟ ଭୋଗିବେ ତାଙ୍କ ଆଗମନେ ପୁଣି
ଅସହ୍ୟ ଦୁଃଖ ଭୋଗିବେ ମାୟାବୀ ଓ ବ୍ୟଭିଚାରୀ
ନରଘାତ ମିଥ୍ୟା ପ୍ରୀୟ ହୋଇବେ ନରକ ଯାତ୍ରୀ
ଶୀଘ୍ର ଆସିବେ ସେ ମୋ ପ୍ରୀୟ ଯୀଶୁ
ରକ୍ଷା ପାଇବେନି ପାପୀ ଯେ ସବୁ
ଅନୁଗ୍ରହ ର ସମୟ ଗଲାଣି
Timestamps :
00:00 Bakya Saphala Helani | Odia Christian Song
00:15 Song Introduction
00:45 Verse 1
01:20 Chorus | Bakya Saphala Helani
02:00 Verse 2
02:40 Chorus Reprise
03:15 Worship Bridge
03:55 Powerful Christian Message
04:30 Final Chorus
05:10 Ending Prayer & Blessings
05:30 Subscribe | Joshua Kara Ministries

SEO Keywords:
Bakya Saphala Helani,
Bakya Saphala Helani song,
Balia Lima new song,
Balia Lima Christian song,
New Odia Christian Song 2026,
Odia Gospel Song,
Odia Worship Song,
Joshua Kara Ministries,
Salem Lima songs,
Christian devotional song Odia,
Jesus song Odia,
Praise and worship Odia,
Trending Odia Christian song,
Odia Christian music,
Latest Gospel song Odisha,
Christian worship music Odisha,
Faith based Odia songs,
Odia spiritual songs,
Jesus worship song,
Christian song viral Odisha

✨ Let this song bless your heart and prepare your spirit for His coming!

???? Watch, Share & Be Blessed!

Credit of Song :
???? Singer: Balia Lima
✍️ Lyrics: Salem Lima & Joshua Kara
???? Composer: Salem Lima
???? Music Arrangement: Bapi Samal
???? Producer: Pastor Joshua Kara
???? Studio: MRR Cuttack
????️ Mastering: Saktiswar Mahapatra
???? Special Thanks: Sudat Pani
????️ D.O.P: Sobhun Lohura Eden (8280966545)
???? Thumbnail: Edit Hub

???? Don’t forget to LIKE ????, SHARE ???? and SUBSCRIBE ???? for more Odia Christian songs and gospel content.


!!* ANTI-PRIVACY WARNING *!!

This content is copyright to Joshua Kara Ministry. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Catégories
vidéos/films
Mots-clés
superhitchristiansong, hearttouchingsong, odiagoodfridaysong
Soyez le premier à commenter cette vidéo.