ଆଖି ପୋତା ll Akhi pota ll New odia Christian song ll 2026 ll S.jitu ll 2023 ll Jesus ll Human sagar

1 Vues
Published
ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହିସବୁ ଯେ ପାଇଅଛୁ, ଏହା ମଧ୍ଯ ଜାଣୁ।
(୧ ଯୋହନ - ୫ :୧୫)
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ଯ ନାମରେ *"JESUS CREATION OFFICIAL"* ଟିମ୍ ତରଫରୁ ସମସ୍ତଙ୍କୁ ଆନ୍ତରିକ ନମସ୍କାର ????????ପ୍ରଭୁଙ୍କ ଅସୀମ ଅନୁଗ୍ରହରେ ତାହାଙ୍କ ଗୌରବ ନିମନ୍ତେ ପ୍ରସ୍ତୁତ କରିଛୁ ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଗୀତ *"Akhi pota..."*
ଗୀତଟିରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ପରିଚିତ ଗାୟକ *ଏସ୍.ଜିତୁ*, ଗୀତ ରଚନା ଓ ସ୍ୱର ସଂଯୋଜନା କରିଛନ୍ତି ଭାଇ *ଦିଗବୀଜୟ* ଏବଂ ସଂଗୀତ ପରିଚାଳନା କରିଛନ୍ତି ଭାଇ * ଦିଗବୀଜୟ * ।
ଆଶା କରୁଅଛୁ ଏହି ଗୀତ ନିଶ୍ଚିତ ଆପଣଙ୍କ ହ୍ରୁଦୟକୁ ସ୍ପର୍ଶ କରିବ। ଏହି ଗୀତ ମାଧ୍ୟମରେ ପରେମଶ୍ବର ଗୌରବାନ୍ଵିତ ହେଉନ୍ତୁ ଓ ଏହି ଗୀତ ଅନେକଙ୍କ ଆଶୀର୍ବାଦର କାରଣ ହେଉ।
ଆମ ପାଇଁ ପ୍ରାର୍ଥନା କରନ୍ତୁ ତଥା ଗୀତଟିକୁ ବହୁମାତ୍ରାରେ ସେୟାର କରି ଓଡ଼ିଶାର କୋଣଅନୁକୋଣର ପହଞ୍ଚାନ୍ତୁ, ଧନ୍ଯବାଦ।
*PRAISE THE LORD ????*




*Audio credits* ????
???? Singer- S. Jitu
???? Composition- Digbijay (ILU)
???? Lyrics- Digbijay
???? Music Arrangement- Digbijay(Ilu)
???? Dub & Mix- prativa studio cuttack
???? DOP & Edit- Digital crew
???? Poster- Jisi
???? Technical support -Grace
???? Concept - Sister sily
???? Producer - sister Sily
Special thanks to - Susanta khosla

#humansagar
#odiamusic #odiachristianmusic #jesus #jesusworshipsong
#S.jitu
#assimaponda
#odiajesussong
#odiasadjesussong
#bhogamana
#bhongamananei
#
Catégories
vidéos/films
Mots-clés
New odia Christian song 2026, Human sagar Christian song, S. Jitu odia Christian song
Soyez le premier à commenter cette vidéo.