BALIGHARA E SANSARA | ବାଲିଘର ଏ ସଂସାର | S JITU | NEW ODIA CHRISTIAN SONG | AMIT BADANAYAK
FULL LYRICS
ଏଇ ଦୁନିଆରେ ନୁହେଁ କେ ନିଜର
ଯୀଶୁ ବିନା ସବୁ ଲାଗେ ତ ଅନ୍ଧାର...
ବାଲି ଘର ଏ ସଂସାର
ଦିନେ ହେବ ଛାରଖାର...(୨ଥର)
ମାୟା ମରୀଚିକା ଭରା ଏ ସଂସାର
ଦୁଇ ଦିନ ପାଇଁ ଏଠି କାରବାର...
ଯୀଶୁ ବିନା ସବୁ ବେକାର...
ଯୀଶୁ ହିଁ ସାହା ଆମର ଯୀଶୁ ହିଁ ରାହା ଆମର.....=୦=
ଜଞ୍ଜାଳରେ ପରିପୂର୍ଣ୍ଣ ଏ ସଂସାର...ଏ ସଂସାର
ନିତି ହୁଏ ଏଠି ଖାଲି ଭ୍ରଷ୍ଟାଚାର... ଭ୍ରଷ୍ଟାଚାର
ଅନ୍ୟାୟ ଅଧର୍ମର ଏ ଗନ୍ତାଘର... ଗନ୍ତାଘର
ରହିଛି ଛଳ କପଟ ଅହଙ୍କାର... ଅହଙ୍କାର...
ଭାଇ ବନ୍ଧୁ ପରିଜନ ହେବେ ପର
ଅଭିନୟ ସରିଗଲେ କେ କାହାର...
ଯୀଶୁ ଏକା ଅତି ନିଜର
ଯୀଶୁ ହିଁ ସାହା ଆମର ଯୀଶୁ ହିଁ ରାହା ଆମର.....=୧=
ଏ ବିଶାଳ ସଂସାରରେ ନାହିଁ ଶାନ୍ତି...ନାହିଁ ଶାନ୍ତି
ଚାରିଆଡ଼େ ଘେରିଅଛି ଭୟ ଭ୍ରାନ୍ତି...ଭୟ ଭ୍ରାନ୍ତି
ଏ ଜଗତେ ମିଳେ ନାହିଁ ପାପୁ ମୁକ୍ତି...ପାପୁ ମୁକ୍ତି
ଯୀଶୁ ବିନା ନାହିଁ ଏଠି ଅନ୍ୟ ଗତି...ଅନ୍ୟ ଗତି
ଧନ ଜନ ମାନ ନୁହେଁ ଚିରସ୍ଥାୟୀ
ସଂସାର ବିଷୟ ସବୁ କ୍ଷଣସ୍ଥାୟୀ...
ସୂର୍ଯ୍ୟ ତଳେ ସବୁ ଅସାର...
ଯୀଶୁ ହିଁ ସାହା ଆମର ଯୀଶୁ ହିଁ ରାହା ଆମର.....=୨=
AB Music Presents A New Odia Christian Devotional Song.Which Is Beautifully Sung By Ollywood Singer S Jitu.Lyrics Penned And Music Composed By Amit Badanayak.Music Arranged By Pintu Das.Pls Do Like Share And Subscribe.
Praise The Lord. AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ମଧୁମୟ ନାମରେ ଆନ୍ତରିକ ନମସ୍କାର | AB MUSIC ଦୀର୍ଘ ବର୍ଷ ଧରି ପ୍ରଭୁ ଯୀଶୁଙ୍କ ମହିମା ଉଦ୍ଦେଶ୍ୟରେ ଖ୍ରୀଷ୍ଟୀୟ ସମାଜକୁ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ଗୀତ ଭେଟି ଦେଇ ଆସୁଛି.ତଦ୍ରୁପ ପୁଣିଥରେ ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ନିମନ୍ତେ ଏବଂ ପ୍ରତ୍ୟେକଙ୍କ ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଖ୍ରୀଷ୍ଟୀୟ ସମାଜକୁ ଭେଟି ଦେଇଛୁ "ବାଲିଘର ଏ ସଂସାର" ଶୀର୍ଷକ ନାମକ ଏକ ଭିନ୍ନ ସ୍ୱାଦର ଖ୍ରୀଷ୍ଟୀୟ ଭକ୍ତି ଗୀତ।
ପୂର୍ବ ଗୀତ ଗୁଡ଼ିକୁ ଆପଣ ମାନେ ଯେପରି ଭଲ ପାଇବା ଦେଇଛନ୍ତି ତଦ୍ରୁପ ଆପଣ ମନେ ଉକ୍ତ ଗୀତକୁ ମଧ୍ୟ ଢେର୍ ସାରା ଭଲ ପାଇବା ଦେବେ।
ବାସ୍ତବରେ ବାଲିଘର ପରି ଏ ସଂସାର ଅଟେ। ଏଇଠି କୌଣସି ବିଷୟ ସ୍ଥାୟୀ ନୁହେଁ ଦିନେ ସବୁ ଛାରଖାର ହେଇଯିବ । ମାୟା ମରୀଚିକା ଭରା ସଂସାର ବିଷୟ ସବୁ ଅନିତ୍ୟ କ୍ଷଣସ୍ଥାୟୀ ମାତ୍ର। କେବଳ ଦୁଇ ଦିନ ପାଇଁ ଏଇଠି ଆମର କାରବାର ଚାଲିଛି । ଏ ଦୁନିଆରେ ନିଜର ବୋଲି କେହି ନାହାନ୍ତି ଅଭିନୟ ସରିଗଲେ ସବୁ ପର ଅଟନ୍ତି। ସୂର୍ଯ୍ୟ ତଳେ ସବୁ ଅସାର ଅଟେ। ଯୀଶୁ ଛଡ଼ା ଏଇଠି ସାହା ଭରସା କେହି ନାହାନ୍ତି।
ପ୍ରଭୁ ଯୀଶୁଙ୍କ ଗୌରବାର୍ଥେ ଅନ୍ୟ ମାନଙ୍କୁ ମଧ୍ୟ Share କରନ୍ତୁ ଏବଂ ଆମର ପରିଶ୍ରମ ଯେପରି ସାର୍ଥକ ହୋଇ ପାରିବ ଏବଂ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏବଂ ଲୋକ ମାନଙ୍କର ଆତ୍ମିକ ଜାଗରଣ ନିମନ୍ତେ ଅଧିକରୁ ଅଧିକ ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରି ପାରିବୁ ସେଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ।
SONG CREDITS :
* Song : BALIGHARA E SANSARA
* Singer : S JITU (Ollywood Singer)
* Lyrics & Music : Amit Badanayak
* Arrangement & Programming : Pintu Das
* Record & Mixing : Yash Studio, Cuttack
* Mastering by : Subu Da
* Making & Edit : Biswo
* Thumbnail Design : Biswo
* Special Thanks : Pradyumna Suna
* Banner : AB Music
* Production : AB Music
* WhatsApp & Contact : 8895583382,7978601423
ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ।
ଉପହାର (Asima Panda)
https://youtu.be/EisolvMcqUA
ହେ ପୃଥିବୀବାସୀ (Antara Chakrabarty)
https://youtu.be/djwWYQS3rg8
ଯୀଶୁ ନାମ ଶ୍ରେଷ୍ଠ ନାମ (Humane Sagar)
https://youtu.be/04gMiSTTn4o
ଜଗତର ଜ୍ୟୋତିଃ (Humane Sagar)
https://youtu.be/0Ha5T3JtLPc
ଜୀବନର ଶ୍ୱାସବାୟୁ (Humane Sagar)
https://youtu.be/6ITji7MeZyA
ଘଟୁଛି ତାଡ଼ନା (Amit Pani)
https://youtu.be/1dKMNFvvXPE
ଧର୍ମ ବିରୁଦ୍ଧେ ଧର୍ମ ଉଠିବ (Akshay Pal)
https://youtu.be/H2kFF7OhAsk
ସରଗର ଫୁଲ (Shasank Sekhar)
https://youtu.be/vp00zKD7gtY
ଅବାଧ୍ୟ ମଣିଷ (Shasank Sekhar)
https://youtu.be/72VlMllfwGw
ଭଲ ପାଏ ଯୀଶୁ ମୁଁ ତୁମକୁ (Ananya Sritam Nanda)
https://youtu.be/S8g7B1lTt4s
ମାଡ଼ି ଆସୁଛି (Humane Sagar)
https://youtu.be/0LeRaE8d6ls
ଜୀବନ ଦୀପ (Shasank Sekhar)
https://youtu.be/AlQ13CsLg0o
ଅଛି ଦିନେ ମରଣ (Humane Sagar)
https://youtu.be/SW_-MoWSJ6w
ବଡ଼ଦିନର ଅଭିନନ୍ଦନ ( Humane Sagar)
https://youtu.be/Eb-XzIsSSCI
ନରକ ଦଣ୍ଡ (Studio Version)
https://youtu.be/RFSNY09Gcv4
ସଙ୍ଗୀତର ସାତ ସୂରେ (Asima Panda)
https://youtu.be/JgCWaJw7tks
ରେ ମନ (HUMANE SAGAR)
https://youtu.be/quUbDXftqRM
ସରଗ ରାଇଜ (SHASANK SEKHAR)
https://youtu.be/cG31wuPjv8Q
ଅଳପ ଆୟୁଷ (Ananya Sritam Nanda)
https://youtu.be/VFtEmGoaW70
ଆସିଛି ବଡ଼ଦିନ Asima Panda (Studio Version)
https://youtu.be/Ed8t7po9XSo
ହେ ପ୍ରଭୁ (Full HD Video)
https://youtu.be/aClhYtRQOf8
କମ୍ପିଉଠେ ଏ ଧରା ଧାମ (Studio Version)
https://youtu.be/ooUFLhFmFr4
କେତେବେଳେ ଚାଲିଯିବ ଜୀବନ (Full Video)
https://youtu.be/2PC9FlBJKUE
କେତେ କାଳରେ ମନ (Studio Version)
https://youtu.be/A2TWgMABDiU
ଶେଷ ଘଣ୍ଟି ( Full Video)
https://youtu.be/1UL2Vx33-ag
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
https://youtu.be/ZbQgJTrAjH8
#baligharaesansara
#baligharaesansarasong
#baligharaesansarachristiansong
#newodiachristiansongs
#sjituchristiansong
#sjituodiachristiansongs
#christiansongs
#odiachristiansongs
#newodiachristiansong
#odiachristiansong
#asimapandasongs
#asimapandachristiansongs
#humanesagarchristiansongs
#odiachristmassong
#amitbadanayakchristiansong
#sjitusongs
#aseemapanda
#humanesagar
#amitbadanayak
#abmusic
#sjitu
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

- Catégories
- vidéos/films
- Mots-clés
- balighara e sansara, balighara e sansara song, odia christian songs
Soyez le premier à commenter cette vidéo.