ଆସ ହେ ବିଶ୍ୱାସୀ ଗଣ II ASA HE BISWASIGANA ll ODIA CHRISTIAN SONG II S JITU II 02 / 01/2026 II

10 Vues
Published
ଆସ ହେ ବିଶ୍ୱାସୀ ଗଣ II ASA HE BISWASIGANA ll ODIA CHRISTIAN SONG II S JITU II 02 / 01/2026 II

ସର୍ବ ପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ମହାନ ନାମରେ ସମସ୍ତ ଙ୍କୁ ମୋର ଆନ୍ତରିକ ନମସ୍କାର Praise The Lord
ପ୍ରଭୁଙ୍କ ମହାନ ନାମ ଗୌରବ ହେଉ | ଏକ ଅତି ସୁନ୍ଦର ଗୀତ M N B Music (Mandala Nayak Bebria) Present Channel ତରଫରୁ ପୁଣିଥରେ ଗୋଟେ ନୂଆ ପ୍ରାରମ୍ଭିକ ଭକ୍ତି ସଙ୍ଗୀତ ପ୍ରସ୍ତୁତ ନିମନ୍ତେ ପ୍ରଭୁ ସାହାଯ୍ୟ କଲେ Rev.Fr. Dinabandhu Nayak ଙ୍କ ଦ୍ବାରା ରଚିତ !! ଆସ ହେ ବିଶ୍ବାସୀ ଗଣ!! ଏହିଁ ଗୀତ କୁ ବହୁତ ସୁନ୍ଦର ଭାବରେ କଣ୍ଟଦାନ କରିଛନ୍ତି ଆମର ସୁ ପ୍ରସିଦ୍ଧ ଗାୟକ Mr. S. Jitu ଗୀତଟି ଅତି ସୁନ୍ଦର ହୋଇଛି | ଗୀତଟିକୁ ଶୁଣନ୍ତୁ ଏବଂ ଗୀତ କୁ ଭଲ ପାହାନ୍ତୁ | Like Share Comment And Subscribe କରିବାକୁ ଭୁଲନ୍ତୁ ନାହିଁ |
ଏହିଁ ଗୀତ ମାଧ୍ୟମରେ ସଦାପ୍ରଭୁ ଙ୍କର ପ୍ରଶଂସା ଓ ଗୌରବ ହେଉ | ଏହିଁ ଗୀତ ଦ୍ବାରା ଆପଣ ମାନଙ୍କ ହୁଦୟରେ ପ୍ରଭୁ କାର୍ଯ୍ୟ କରନ୍ତୁ ଏବଂ ତାହାଙ୍କ ପଥରେ ଚାଲିବା ନିମନ୍ତେ ଏକ ନୂଆ ଆଶା ଓ ବିଶ୍ୱାସରେ ବଡିବା ନିମନ୍ତେ ଆଶୀର୍ବାଦ କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ...ଧନ୍ୟବାଦ୍


????Song Credit ????

" ଆସ ହେ ବିଶ୍ୱାସୀ ଗଣ "
ପ୍ରାରମ୍ଭିକ ଭକ୍ତି ସଙ୍ଗୀତ
* Singer - S.Jitu
* Lyrics and Composed By Rev Fr.Deenabandhu Nayak
* Voice by Fr.Deenabandhu Nayak
* Producer- Mr.Thomas Majhi (Nandra)
* Music Arrangement By -Sir Bapi Samal( Studio Rose Raj,Cuttack
* Music Director - Mr.Mandala Nayak (Lai guda)
* Special Thanks to the Sarpanch - Mamita Majhi (Paula Majhi) (Nua gada G.P)
* Support by Romiyo Lima (Parish Council Secretary Lai guda) Rashmi ,Prasanti& Lusi Majhi????????❤️????
Catégories
vidéos/films
Soyez le premier à commenter cette vidéo.